9 ଜଦି କେ ମିସା ପର୍ମେସରର୍ ଉଜଲ୍ ଆରି ସୁକଲ୍ ଇସାବେ ଚଲାଚଲ୍ତି କଲିନି ବଲି କଇକରି ତାର୍ ସଙ୍ଗ୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ସେ ଏବେଜାକ ଆନ୍ଦାରେସେ ରଇଲାନି ।
ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।
ମାତର୍ ଜେ ମିସା ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କଲେ, ସେ ଆନ୍ଦାରେ ଆଚେ । ସେ ବୁଲ୍ ଟିକ୍ ନାଜାନିକରି ଚଲାଚଲ୍ତି କଲାନି । ସେ କନ୍ତି ଗାଲାନି ସେଟା ନାଜାନେ । କାଇକେବଇଲେ ସେ ଆନ୍ଦାର୍ ତାର୍ ଆକିକେ କାଣା କରିଆଚେ ।
ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
କେ ଜଦି ମୁଇ ପର୍ମେସର୍କେ ଜାନିଆଚିବଲି କଇକରି, ତାର୍ ତିଆର୍ଲାଟା ନ ମାନେ, ସେ ମିଚ୍ କଇଲାନି ଆରି ସେ ସତ୍ ବିସଇମନ୍ ନାଜାନେ ।
ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି ।
ଜିସୁ ସେମନ୍କେ କଇଲା, “ତମେ କାଣା ଅଇରଇତାସ୍ ଆଲେ ଦସି ନ ଅଇତାସ୍ । ମାତର୍ ଦେକି ପାର୍ଲୁନି ବଲି କଇଲାସ୍ନିଜେ ଅଦିକ୍ ଦସି ।”
କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
କେ କେ ସଇତାନର୍ ପିଲାମନ୍ ଆରି କେ କେ ପର୍ମେସରର୍ ପିଲାମନ୍ ବଲି ଆମେ ଜାନୁ । ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସତ୍ କାମ୍ ନ କରତ୍ । ଜନ୍ ଲକ୍ମନ୍ ମିସିବିଡିକରି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ ନ କରତ୍, ସେମନ୍ ତାର୍ ପିଲାଜିଲା ନ ଅଅତ୍ ।