5 ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା ।
ତାର୍ପଚେ ଏଗାର୍ଟା ସିସ୍ମନ୍ କାଇବାବେଲେ ଜିସୁ ସେମନ୍କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍ଲାଟା ଦେକିରଇଲା ଲକ୍ମନ୍ କଇଲା କାତା ବିସ୍ବାସ୍ ନ କରି, ସେମନର୍ ମନ୍ ଆଁଟ୍ କଲାର୍ ଲାଗି ସେମନ୍କେ ଲାଗ୍ଲା ।
ମୁଇ ବାବ୍ଲିନି, ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଜିବାଲକ୍, କେତେଲକ୍ ଆପଲର୍ ବାଟେ ଜିବାଲକ୍, କେତେଲକ୍ କେପାର୍ ବାଟେ ଜିବା ଲକ୍, ଆରି କେତେଲକ୍ ଆମେ କିରିସ୍ଟର୍ ବାଟେ ଜିବା ଲକ୍ ।
ତାର୍ ପଚେ ଆନ୍ଦ୍ରିୟ ସିମନ୍ପିତର୍କେ ଜିସୁର୍ ଲଗେ ଡାକି ଆନ୍ଲା । ଜିସୁ ତାକେ ଦେକି କଇଲା, “ତମେ ସିମନ୍, ଜଅନର୍ ପିଲା ଏବେଅନି ତକେ କେପା ବଲି ଡାକ୍ବାଇ ।” କେପାର୍ ଅରତ୍ ଅଇଲାନି ପିତର୍ ଆରି ପିତରର୍ ଅରତ୍ ଅଇଲାନି ରାଙ୍ଗ୍ନି ପାକ୍ନା ।
ଅଲ୍ଗା ପେରିତ୍ମନର୍ ପାରା, ପିତର୍ ଆରି ଆମର୍ ମାପ୍ରୁ ଜିସୁର୍ ବାଇମନର୍ ପାରା, ବିସ୍ବାସ୍ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍ ଅଦିକାର୍ ନାଇ କି ?
ଜଦି ମୁଇ ଅଇଲେ କି, ଆପଲ୍ ଅଇଲେ କି, ପିତର୍ ଅଇଲେ କି, ଜଗତର୍ କାଇଟା ମିସା ଅଇଲେ, ତମେ ମଲେ କି ବଁଚ୍ଲେ, ଏବେ ଜାଇଟା ଅଇଲେ କି ପଚ୍କେ ଜନ୍ଟା ଅଇଲେ ମିସା, ସବୁ ବିସଇ ତମର୍ ମଙ୍ଗଲର୍ ପାଇସେ ।
ସବୁଲକ୍ ତାକେ ଦେକ୍ବାକେ ପର୍ମେସର୍ ଦେଏନାଇ, ଅବ୍କା ସେ ବାଚ୍ଲା ସାକିମନ୍କେସେ । ତାକେ ଆରିତରେକ୍ ଜିବନ୍ କରାଇଲାପଚେ, ତାର୍ ସଙ୍ଗ୍ କାଆ ପିଇ ଅଇରଇଲା ଲକ୍ମନ୍ ଆମେସେ ।