Biblia Todo Logo
Bib sou entènèt

- Piblisite -




୧ମ କରନ୍ତିୟ 10:26 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

26 ଜେନ୍ତିକି ସାସ୍‌ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍‌ରୁର୍‌ଟା ।

Gade chapit la Kopi




୧ମ କରନ୍ତିୟ 10:26
9 Referans Kwoze  

ଏ ଜିବନର୍‌ ବିସଇନେଇ ଜେତ୍‌କି ଲକ୍‌ମନ୍‌ ସାଉକାର୍‌ ଅଇ ଆଚତ୍‌, ବିନ୍‌ ଲକ୍‌ମନର୍‌ଟାନେଅନି ସେମନ୍‌ ନିକ ବଲି ନ ବାବ୍‌ବାକେ ତିଆର୍‌ । ଦନ୍‌ ସଁପତି ଉପ୍‌ରେ ବେସି ଆସା କର୍‌ବାର୍‌ ନାଇ ବଲି ସେମନ୍‌କେ ସିକା । କାଇକେବଇଲେ ଡାବୁ ଦାପ୍‌ରେ ମାୟାଅଇଜାଇସି । ତାର୍‌ ବାଦୁଲେ ସେମନ୍‌କେ ଲଡାକେ ଲାଗ୍‌ବା ବିସଇ ସବୁ ଦେବାକେ ପର୍‌ମେସରର୍‌ଟାନେ ଆସା ରକ୍‍ବାକେ ସିକାଇଦେସ୍‌ । ସେ ଆକା ଆମର୍‌ପାଇ କାଇଟା ନ ଦେକି, ସବୁ ବିସଇ ସାର୍‌ଦା କର୍‌ବାକେ ଦେଇସି ।


ମାତର୍‌ କେମିସା ତମ୍‌କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍‌ପାଇ ଆରି ତମର୍‍ ବିବେକର୍‌ପାଇ ସେଟା କାଆ ନାଇ ।


ସେନ୍ତାରି ସିକିଆ ଦେଉମନ୍‌ ବୁଲ୍‌ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍‌ମେସର୍‌ ତିଆର୍‌କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍‌ କାଦି ମିସା ନିଚ୍‌ବାର୍‌ ନାଇ । ତାର୍‌ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍‌ ଦେବାର୍‌ ଆଚେ ।


Swiv nou:

Piblisite


Piblisite