ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଲଇତ୍ ନାଉଁର୍ ସମ୍ଦୁର୍ ବିତ୍ରେ ସୁକ୍ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ । ସେମନ୍କେ କେଦି ଆନ୍ତେରଇବା ମିସର୍ ଦେସର୍ ଲକ୍ମନ୍, ସେନ୍ତାରି ଲଙ୍ଗ୍ବାକେ ଚେସ୍ଟା କଲାଇଜେ ସେମନ୍ ସବୁଲକ୍ ବୁଡିଗାଲାଇ । କାଇକେବଇଲେ ଜନ୍ ସମ୍ଦୁରେ ସେମନ୍ ଇଣ୍ଡ୍ବା ବେଲେ ପାନି ଦୁଇବାଗ୍ ଅଇରଇଲା, ପର୍ମେସର୍ ସେ ପାନି ମିସାଇଦେଲା ।