ରୋମୀୟ 15:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ପୁନଶ୍ଚ ସେ କହନ୍ତି, “ହେ ଅଣଯିହୁଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର।” Gade chapit laପବିତ୍ର ବାଇବଲ (Re-edited) - (BSI)10 ପୁନଶ୍ଚ ସେ କହନ୍ତି, ହେ ବିଜାତିମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର। Gade chapit laଓଡିଆ ବାଇବେଲ10 ପୁନଶ୍ଚ ସେ କହନ୍ତି, ହେ ଅଣଯିହୂଦୀମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସହିତ ଆନନ୍ଦ କର । Gade chapit laପବିତ୍ର ବାଇବଲ (CL) NT (BSI)10 ଆହୁରି ମଧ୍ୟ ଲେଖାଅଛି: “ଅଣଇହୁଦୀମାନେ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଆନନ୍ଦ କରନ୍ତୁ।” Gade chapit laପବିତ୍ର ବାଇବଲ10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ, “ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।” Gade chapit la |