ମାର୍କ 15:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)8 ତେଣୁ ଲୋକସମୂହ ଉପରକୁ ଯାଇ ତାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ। Gade chapit laଓଡିଆ ବାଇବେଲ8 ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁୂ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ । Gade chapit laପବିତ୍ର ବାଇବଲ (CL) NT (BSI)8 ଯେତେବେଳେ ସମବେତ ହୋଇଥିବା ଲୋକମାନେ ପୂର୍ବ ରୀତି ଅନୁସାରେ ଜଣକୁ ଛାଡ଼ି ଦେବା ପାଇଁ ଦାବୀ କଲେ; Gade chapit laପବିତ୍ର ବାଇବଲ8 ଲୋକମାନେ ପୀଲାତଙ୍କ ପାଖକୁ ଆସିଲେ ଓ ତାହାଙ୍କୁ କହିଲେ ଯେ ସବୁଥର ଭଳି ଏଥର ମଧ୍ୟ ସେମାନଙ୍କ ପାଇଁ ସେ ଜଣେ ବନ୍ଦୀକୁ ମୁକ୍ତ କରନ୍ତୁ। Gade chapit la |