ମାଥିଉ 6:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, Gade chapit laପବିତ୍ର ବାଇବଲ (Re-edited) - (BSI)3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି, ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, Gade chapit laଓଡିଆ ବାଇବେଲ3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, Gade chapit laପବିତ୍ର ବାଇବଲ (CL) NT (BSI)3 କିନ୍ତୁ ତୁମେ ଜଣେ ଅଭାବଗ୍ରସ୍ତକୁ ସାହାଯ୍ୟ କରିବାବେଳେ, ଏପରିଭାବେ କର, ଯେପରି ତୁମର ଅନ୍ତରଙ୍ଗ ବନ୍ଧୁ ମଧ୍ୟ ଏକଥା ଜାଣିପାରିବ ନାହିଁ। Gade chapit laପବିତ୍ର ବାଇବଲ3 ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। Gade chapit la |