ମାଥିଉ 21:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଆଉ ସେ ଯିରୂଶାଲମ ସହରରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)10 ଆଉ, ସେ ଯିରୂଶାଲମରେ ପ୍ରବେଶ କରନ୍ତେ, ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା। Gade chapit laଓଡିଆ ବାଇବେଲ10 ଆଉ ସେ ଯିରୂଶାଲମରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା । Gade chapit laପବିତ୍ର ବାଇବଲ (CL) NT (BSI)10 ଯୀଶୁ ଯିରୂଶାଲମରେ ପହଞ୍ôଚବାକ୍ଷଣି ସେଠାରେ ଚହଳ ପଡ଼ିଗଲା। Gade chapit laପବିତ୍ର ବାଇବଲ10 ଯୀଶୁ ଯେତେବେଳେ ଯିରୁଶାଲମରେ ପ୍ରବେଶ କଲେ, “ସେତେବେଳେ ସାରା ନଗରରେ ଚହଳ ପଡ଼ିଗଲା। ଲୋକେ ପଗ୍ଭରିଲେ, “ଏ ଲୋକଟି କିଏ?” Gade chapit la |