ଲୂକ ଲିଖିତ ସୁସମାଚାର 7:46 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT46 ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା। Gade chapit laପବିତ୍ର ବାଇବଲ (Re-edited) - (BSI)46 ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ, କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା। Gade chapit laଓଡିଆ ବାଇବେଲ46 ତୁମ୍ଭେ ମୋହର ମସ୍ତକରେ ତେଲ ଲଗାଇଲ ନାହିଁ ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧିତ ତୈଳ ଲଗାଇଲା । Gade chapit laପବିତ୍ର ବାଇବଲ (CL) NT (BSI)46 ତୁମେ ମୋର ମୁଣ୍ଡରେ ଲଗାଇବା ପାଇଁ ତେଲ ଦେଇ ନ ଥିଲ, କିନ୍ତୁ ସେ ମୋର ପାଦରେ ସୁଗନ୍ଧି ତୈଳ ଢ଼ାଳିଛି। Gade chapit laପବିତ୍ର ବାଇବଲ46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। Gade chapit la |