ଲୂକ ଲିଖିତ ସୁସମାଚାର 7:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)10 ଆଉ, ପଠାଯାଇଥିବା ଲୋକମାନେ ଘରକୁ ବାହୁଡ଼ିଆସି ଦାସକୁ ସୁସ୍ଥ ଦେଖିଲେ। Gade chapit laଓଡିଆ ବାଇବେଲ10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ । Gade chapit laପବିତ୍ର ବାଇବଲ (CL) NT (BSI)10 ଖବର ଆଣିଥିବା ଲୋକମାନେ ସେନାଧ୍ୟକ୍ଷଙ୍କ ଘରକୁ ଯାଇ ଦେଖିଲେ ଯେ ତାଙ୍କ ଦାସଟି ସୁସ୍ଥ ହୋଇ ଯାଇଛି। Gade chapit laପବିତ୍ର ବାଇବଲ10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସେମାନେ ଘରକୁ ଫେରିଯିବା ପରେ ଦେଖିଲେ ଯେ ଗ୍ଭକରଟି ସୁସ୍ଥ ହୋଇ ଯାଇଛି। Gade chapit la |