Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍ବାବେଲଙ୍କ ପୁତ୍ର, ଜିରୁବ୍ବାବେଲ ଶଅଲ୍ଥୀୟେଲଙ୍କ ପୁତ୍ର, ଶଅଲ୍ଥୀୟେଲ ନେରୀଙ୍କ ପୁତ୍ର,

Gade chapit la Kopi

ଓଡିଆ ବାଇବେଲ

27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍‌ବାବେଲଙ୍କ ପୁତ୍ର, ଜିରୁବ୍‌ବାବେଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

27 ଯୋଦା ଯୋଆନାନ୍‌ଙ୍କ ପୁତ୍ର, ଯୋଆନାନ୍ ରେଶାଙ୍କ ପୁତ୍ର, ରେଶା ଯେରୁବାବେଲ୍‌ଙ୍କ ପୁତ୍ର, ଯେରୁବାବେଲ୍ ଶିଏଲ୍ଟିଏଲ୍‌ଙ୍କ ପୁତ୍ର, ଶିଏଲ୍ଟିଏଲ୍ ନେରିଙ୍କ ପୁତ୍ର,

Gade chapit la Kopi

ପବିତ୍ର ବାଇବଲ

27 ଯୋଦା ଯୋହନଙ୍କ ପୁତ୍ର। ଯୋହନ ରେଷାଙ୍କ ପୁତ୍ର। ରେଷା ଜିରୁ‌ବ୍‌ବାବେଲଙ୍କର ପୁତ୍ର। ଜିରୁ‌ବ୍‌ବାବେଲ ଶ‌‌‌ଲ୍‌ଟୀୟେଲଙ୍କ ପୁତ୍ର। ଶ‌‌‌ଲ୍‌ଟୀୟେଲ ନେରୀଙ୍କ ପୁତ୍ର।

Gade chapit la Kopi




ଲୂକ ଲିଖିତ ସୁସମାଚାର 3:27
3 Referans Kwoze  

ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍‍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,


ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,


ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର,


Swiv nou:

Piblisite


Piblisite