ଲୂକ ଲିଖିତ ସୁସମାଚାର 24:52 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT52 ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମ ସହରକୁ ବାହୁଡ଼ିଗଲେ, Gade chapit laପବିତ୍ର ବାଇବଲ (Re-edited) - (BSI)52 ଆଉ, ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ, Gade chapit laଓଡିଆ ବାଇବେଲ52 ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ, Gade chapit laପବିତ୍ର ବାଇବଲ (CL) NT (BSI)52 ସେମାନେ ତାଙ୍କର ଆରାଧନା କରି ମହାଆନନ୍ଦରେ Gade chapit laପବିତ୍ର ବାଇବଲ52 ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା'ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। Gade chapit la |