ଲୂକ ଲିଖିତ ସୁସମାଚାର 24:40 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 [ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।] Gade chapit laପବିତ୍ର ବାଇବଲ (Re-edited) - (BSI)40 [ଆଉ, ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।] Gade chapit laଓଡିଆ ବାଇବେଲ40 [ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ ।] Gade chapit laପବିତ୍ର ବାଇବଲ (CL) NT (BSI)40 ଏହା କହି ସେ ସେମାନଙ୍କୁ ତାଙ୍କ ହାତ ଓ ପାଦ ସବୁ ଦେଖାଇଲେ। Gade chapit laପବିତ୍ର ବାଇବଲ40 ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। Gade chapit la |