ଲୂକ ଲିଖିତ ସୁସମାଚାର 24:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମ ସହରକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶ ଶିଷ୍ୟମାନଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ; Gade chapit laପବିତ୍ର ବାଇବଲ (Re-edited) - (BSI)33 ଆଉ, ସେମାନେ ସେହି ଦଣ୍ତରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ; Gade chapit laଓଡିଆ ବାଇବେଲ33 ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ; Gade chapit laପବିତ୍ର ବାଇବଲ (CL) NT (BSI)33 ସେମାନେ ସଙ୍ଗେ ସଙ୍ଗେ ଉଠି ଯିରୁଶାଲମକୁ ଫେରିଗଲେ। ସେଠାରେ ସେମାନେ ଦେଖିଲେ, ଏଗାର ଜଣ ଶିଷ୍ୟ ଓ ଅନ୍ୟମାନେ ଏକତ୍ର ହୋଇ କୁହାକୁହି ହେଉଛନ୍ତି, Gade chapit laପବିତ୍ର ବାଇବଲ33 ତା'ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ। Gade chapit la |