Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:38 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

38 ଆଉ, ସମସ୍ତ ଲୋକ ମନ୍ଦିରରେ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ ପ୍ରଭାତରେ ତାହାଙ୍କ ନିକଟକୁ ଆସୁଥିଲେ।

Gade chapit la Kopi

ଓଡିଆ ବାଇବେଲ

38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

38 ପ୍ରତିଦିନ ପ୍ରଭାତରେ ଲୋକମାନେ ତାଙ୍କର ଶିକ୍ଷା ଶୁଣିବା ପାଇଁ ମନ୍ଦିରକୁ ଯାଉଥିଲେ।

Gade chapit la Kopi

ପବିତ୍ର ବାଇବଲ

38 ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:38
2 Referans Kwoze  

ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା।


Swiv nou:

Piblisite


Piblisite