ଲୂକ ଲିଖିତ ସୁସମାଚାର 19:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି; Gade chapit laପବିତ୍ର ବାଇବଲ (Re-edited) - (BSI)20 ଆଉ ଜଣେ ଆସି କହିଲା, ପ୍ରଭୋ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖିଦେଇଥିଲି; Gade chapit laଓଡିଆ ବାଇବେଲ20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୁଦ୍ରା, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି; Gade chapit laପବିତ୍ର ବାଇବଲ (CL) NT (BSI)20 “ଆଉ ଜଣେ ଦାସ ଆସି କହିଲା, ‘ମହାଶୟ, ଆପଣଙ୍କ ସ୍ୱର୍ଣ୍ଣ ମୁଦ୍ରା ଏଠାରେ ଅଛି; ମୁଁ ତାକୁ ଲୁଗାରେ ଗୁଡ଼ାଇ ଲୁଚାଇ ରଖିଥିଲି। Gade chapit laପବିତ୍ର ବାଇବଲ20 “ତା'ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି। Gade chapit la |