ଲୂକ ଲିଖିତ ସୁସମାଚାର 18:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 କିନ୍ତୁ ସେ କହିଲେ, “ଯାହା ମଣିଷର ଅସମ୍ଭବ, ତାହା ଈଶ୍ବରଙ୍କର ସମ୍ଭବ।” Gade chapit laପବିତ୍ର ବାଇବଲ (Re-edited) - (BSI)27 କିନ୍ତୁ ସେ କହିଲେ, ଯାହା ମନୁଷ୍ୟର ଅସାଧ୍ୟ, ତାହା ଈଶ୍ଵରଙ୍କର ସାଧ୍ୟ। Gade chapit laଓଡିଆ ବାଇବେଲ27 କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ । Gade chapit laପବିତ୍ର ବାଇବଲ (CL) NT (BSI)27 ଯୀଶୁ ଉତ୍ତର ଦେଲେ, “ମନୁଷ୍ୟ ପକ୍ଷରେ ଯାହା ଅସମ୍ଭବ, ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ।” Gade chapit laପବିତ୍ର ବାଇବଲ27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।” Gade chapit la |