ଲୂକ ଲିଖିତ ସୁସମାଚାର 16:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)21 ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୂରାଇବାକୁ ଆଶା କରୁଥିଲା; ଆଉ, କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆସବୁ ଚାଟୁଥିଲେ। Gade chapit laଓଡିଆ ବାଇବେଲ21 ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ । Gade chapit laପବିତ୍ର ବାଇବଲ (CL) NT (BSI)21 ଧନୀ ଲୋକର ମେଜରୁ ପଡ଼ୁଥିବା ଅଇଁଠା ଖାଇବାକୁ ସେ ଚାହିଁ ରହିଥାଏ - ତା’ ଦେହ ଘା’ ପୂର୍ଣ୍ଣ ହୋଇଥିଲା ଓ କୁକୁରମାନେ ଆସି ତା’ ଘା’ ଚାଟୁଥିଲେ। Gade chapit laପବିତ୍ର ବାଇବଲ21 ଧନୀଲୋକ ଖାଇସାରିବା ପରେ ଯାହା ଛାଡ଼ି ଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଗ୍ଭହୁଁଥିଲା। କୁକୁରମାନେ ଆସି ତା'ର ଘାଆକୁ ଗ୍ଭଟୁଥିଲେ। Gade chapit la |