ଲୂକ ଲିଖିତ ସୁସମାଚାର 14:35 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT35 ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି। ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।” Gade chapit laପବିତ୍ର ବାଇବଲ (Re-edited) - (BSI)35 ତାହା ଭୂମି କିମ୍ଵା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି। ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ। Gade chapit laଓଡିଆ ବାଇବେଲ35 ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି । ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ । Gade chapit laପବିତ୍ର ବାଇବଲ (CL) NT (BSI)35 ତାହା ଚାଷ ଜମି ବା ଖତ ପାଇଁ ମଧ୍ୟ ଅନୁପଯୁକ୍ତ। ତେଣୁ ତାହାକୁ ଫିଙ୍ଗି ଦିଆଯାଏ। ଶୁଣିବାକୁ କାନ ଥିଲେ, ଶୁଣ।” Gade chapit laପବିତ୍ର ବାଇବଲ35 ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।” “ଯାହାର ଶୁଣିବାର ଅଛି, ସେ ଶୁଣୁ।” Gade chapit la |