ଲୂକ ଲିଖିତ ସୁସମାଚାର 11:38 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ। Gade chapit laପବିତ୍ର ବାଇବଲ (Re-edited) - (BSI)38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ସ୍ନାନ କରି ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ। Gade chapit laଓଡିଆ ବାଇବେଲ38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ । Gade chapit laପବିତ୍ର ବାଇବଲ (CL) NT (BSI)38 ଭୋଜନ ପୂର୍ବରୁ ଯୀଶୁ ପ୍ରକ୍ଷାଳନ ରୀତି ପାଳନ ନ କରିବା ଦେଖି ଫାରୁଶୀ ଆଶ୍ଚର୍ଯ୍ୟ ହେଲେ। Gade chapit laପବିତ୍ର ବାଇବଲ38 ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। Gade chapit la |