ଲେବୀୟ ପୁସ୍ତକ 13:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ। Gade chapit laପବିତ୍ର ବାଇବଲ (Re-edited) - (BSI)33 ତେବେ ସେ ଲଣ୍ତା ହେବ, ମାତ୍ର ଛଉ-ସ୍ଥାନ ଲଣ୍ତା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ରୁଦ୍ଧ କରି ରଖିବ। Gade chapit laଓଡିଆ ବାଇବେଲ33 ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ। Gade chapit laପବିତ୍ର ବାଇବଲ33 ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା ହେବ ନାହିଁ ଓ ଯାଜକ ସେହି ଛଉଥିବା ଲୋକକୁ ଆଉ ସାତ ଦିନ ପୃଥକ କରି ରଖିବ। Gade chapit la |