ଯୋହନ 8:56 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT56 ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ।” Gade chapit laପବିତ୍ର ବାଇବଲ (Re-edited) - (BSI)56 ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ। Gade chapit laଓଡିଆ ବାଇବେଲ56 ତୁମ୍ଭମାନଙ୍କର ପିତା ଅବ୍ରାହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ । Gade chapit laପବିତ୍ର ବାଇବଲ (CL) NT (BSI)56 ମୋର ଆଗମନ ଦେଖି ପାରିବେ ବୋଲି ଆଶା କରି ଅବ୍ରାହାମ ଉଲ୍ଲସିତ ହୋଇଥିଲେ; ବାସ୍ତବିକ୍ ମୋତେ ଦେଖି ତାଙ୍କର ଅଶେଷ ଆନନ୍ଦ ହୋଇଥିଲା।” Gade chapit laପବିତ୍ର ବାଇବଲ56 ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।” Gade chapit la |