ଯୋହନ 7:20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି? Gade chapit laପବିତ୍ର ବାଇବଲ (Re-edited) - (BSI)20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି? Gade chapit laଓଡିଆ ବାଇବେଲ20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି ? Gade chapit laପବିତ୍ର ବାଇବଲ (CL) NT (BSI)20 ଜନତା ଭିତରୁ ଚିକ୍ରାର ଶୁଣାଗଲା, “ତୁମକୁ ଭୂତ ଧରିଛି। ତୁମକୁ କିଏ ମାରି ଦେବାକୁ ଚେଷ୍ଟା କରୁଛି?” Gade chapit laପବିତ୍ର ବାଇବଲ20 ଲୋକମାନେ କହିଲେ, “ତୁମ୍ଭ ଭିତରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦେଇଛି। ଆମ୍ଭେ ତୁମ୍ଭକୁ ମାରିବାକୁ ଚେଷ୍ଟା କରୁ ନାହୁଁ।” Gade chapit la |