ଯୋହନ 7:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା? Gade chapit laପବିତ୍ର ବାଇବଲ (Re-edited) - (BSI)15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ତିତ ହେଲା? Gade chapit laଓଡିଆ ବାଇବେଲ15 ଏଥିରେ ଯିହୂଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ? Gade chapit laପବିତ୍ର ବାଇବଲ (CL) NT (BSI)15 ଇହୁଦୀ କର୍ତ୍ତୃପକ୍ଷମାନେ ବିସ୍ମୟ ପ୍ରକାଶ କରି କହିଲେ, “କୌଣସି ବିଷୟରେ ତାଳିମ ନ ପାଇଁ ସେ ଏତେ କଥା ଜାଣିଛନ୍ତି କିପରି?” Gade chapit laପବିତ୍ର ବାଇବଲ15 ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?” Gade chapit la |