ଯୋହନ 4:33 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା? Gade chapit laପବିତ୍ର ବାଇବଲ (Re-edited) - (BSI)33 ତେଣୁଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା? Gade chapit laଓଡିଆ ବାଇବେଲ33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛି ପରା ? Gade chapit laପବିତ୍ର ବାଇବଲ (CL) NT (BSI)33 ଶିଷ୍ୟମାନେ ପରସ୍ପରକୁ ପଚାରିଲେ, “କିଏ ତାଙ୍କୁ କିଛି ଖାଦ୍ୟ ଆଣି ଦେଇଛି କି?” Gade chapit laପବିତ୍ର ବାଇବଲ33 ତେଣୁ ଶିଷ୍ୟମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ, “ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?” Gade chapit la |