ଯୋହନ 4:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।” Gade chapit laପବିତ୍ର ବାଇବଲ (Re-edited) - (BSI)26 ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ। Gade chapit laଓଡିଆ ବାଇବେଲ26 ଯୀଶୁ ତାହାକୁ କହିଲେ, ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ । Gade chapit laପବିତ୍ର ବାଇବଲ (CL) NT (BSI)26 ଯୀଶୁ ତାକୁ ଉତ୍ତର ଦେଇ କହିଲେ: “ମୁଁ ସେହି- ସେହି ବ୍ୟକ୍ତି ହିଁ ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି।” Gade chapit laପବିତ୍ର ବାଇବଲ26 ଯୀଶୁ ତାହାକୁ କହିଲେ, “ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।” Gade chapit la |