ଯୋହନ 3:30 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT30 ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି। Gade chapit laପବିତ୍ର ବାଇବଲ (Re-edited) - (BSI)30 ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ। Gade chapit laଓଡିଆ ବାଇବେଲ30 ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ । Gade chapit laପବିତ୍ର ବାଇବଲ (CL) NT (BSI)30 ତାଙ୍କର ପ୍ରାଧାନ୍ୟ ବଢ଼ିବ, କିନ୍ତୁ ମୋର ଗୁରୁତ୍ୱ ହ୍ରାସ ପାଇବ।” Gade chapit laପବିତ୍ର ବାଇବଲ30 ଯୀଶୁଙ୍କର ଅବଶ୍ୟ ବୃଦ୍ଧି ହେଉ। ଏବଂ ମୋର ପ୍ରୟୋଜନୀୟତା ଅବଶ୍ୟ କମି ଯାଉ। Gade chapit la |