ଯୋହନ 19:42 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT42 ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା। Gade chapit laପବିତ୍ର ବାଇବଲ (Re-edited) - (BSI)42 ଅତଏବ, ଯିହୁଦୀମାନଙ୍କର ଆୟୋଜନଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା। Gade chapit laଓଡିଆ ବାଇବେଲ42 ଅତଏବ, ଯିହୂଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା । Gade chapit laପବିତ୍ର ବାଇବଲ (CL) NT (BSI)42 ସେ ଦିନ ବିଶ୍ରାମବାରର ପୂର୍ବ ଦିବସ ଥିବାରୁ, ବେଶୀ ଦୂରକୁ ନ ଯାଇ ସେମାନେ ଯୀଶୁଙ୍କ ଶରୀରକୁ ନେଇ ସେହି ସମାଧିରେ ସମାଧିସ୍ଥ କଲେ। Gade chapit laପବିତ୍ର ବାଇବଲ42 ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା। Gade chapit la |