ଯୋହନ 18:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?” Gade chapit laପବିତ୍ର ବାଇବଲ (Re-edited) - (BSI)11 ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ତା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ? Gade chapit laଓଡିଆ ବାଇବେଲ11 ସେଥିରେ ଯୀଶୁ ପିତରଙ୍କୁ କହିଲେ, ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କ'ଣ ସେଥିରୁ ପାନ କରିବି ନାହିଁ ? Gade chapit laପବିତ୍ର ବାଇବଲ (CL) NT (BSI)11 ଯୀଶୁ ପିତରଙ୍କୁ କହିଲେ, “ଖାପରେ ଖଣ୍ଡା ରଖି ଦିଅ। ତୁମେ କ’ଣ ଭାବିଛ, ପିତା ଈଶ୍ୱର ମୋତେ ଦେଇଥିବା ଏହି ଦୁଃଖ ଭୋଗର ପାତ୍ରରୁ ମୁଁ ପାନ କରିବି ନାହିଁ?” Gade chapit laପବିତ୍ର ବାଇବଲ11 ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ। ପରମପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ୍।” Gade chapit la |