ଯୋହନ 16:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଏଣୁ ସେମାନେ କହିଲେ, “ଅଳ୍ପ ସମୟ” ବୋଲି ଏ କଅଣ କହୁଅଛନ୍ତି? ସେ କଅଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ। Gade chapit laପବିତ୍ର ବାଇବଲ (Re-edited) - (BSI)18 ଏଣୁ ସେମାନେ କହିଲେ, ଅଳ୍ପ ସମୟ ବୋଲି ଏ କଅଣ କହୁଅଛନ୍ତି? ସେ କଅଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ। Gade chapit laଓଡିଆ ବାଇବେଲ18 ଏଣୁ ସେମାନେ କହିଲେ, ଅଳ୍ପ ସମୟ ବୋଲି ଏ କ'ଣ କହୁଅଛନ୍ତି ? ସେ କ'ଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ । Gade chapit laପବିତ୍ର ବାଇବଲ (CL) NT (BSI)18 ‘ଅଳ୍ପ ସମୟ’, ଏହାର ଅର୍ଥ କଅଣ? ସେ କ’ଣ କହୁଛନ୍ତି, ବୁଝିହେଉ ନାହିଁ।” Gade chapit laପବିତ୍ର ବାଇବଲ18 ଶିଷ୍ୟମାନେ ପଗ୍ଭରିଲେ, ତାହାଙ୍କ କହିବା ଅନୁସାରେ “ସେହି ‘ଅଳ୍ପ ସମୟର ଅର୍ଥ କ'ଣ?’ ସେ ଏପରି କ'ଣ କହୁଛନ୍ତି ଆମ୍ଭେ ବୁଝିପାରୁ ନାହୁଁ।” Gade chapit la |