ଯୋହନ 11:56 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT56 ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ? Gade chapit laପବିତ୍ର ବାଇବଲ (Re-edited) - (BSI)56 ସେଥିରେ ସେମାନେ ଯୀଶୁଙ୍କର ଅନ୍ଵେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ? Gade chapit laଓଡିଆ ବାଇବେଲ56 ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ମନେ କରୁଅଛ ? ସେ କି ପର୍ବକୁ ଆସିବେ ନାହିଁ ? Gade chapit laପବିତ୍ର ବାଇବଲ (CL) NT (BSI)56 ସେମାନେ ଯୀଶୁଙ୍କୁ ଖୋଜିବାକୁ ଲାଗିଲେ ଏବଂ କୁହାକୁହି ହେଲେ, “ସେ ବୋଧହୁଏ ଏହି ପର୍ବକୁ ଆସିବେ ନାହିଁ। କ’ଣ କହୁଛ?” Gade chapit laପବିତ୍ର ବାଇବଲ56 ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ'ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?” Gade chapit la |