ଯୋହନ 11:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ପୁଣି, ଯେ କେହି ବଞ୍ଚେ ଓ ମୋʼ ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” Gade chapit laପବିତ୍ର ବାଇବଲ (Re-edited) - (BSI)26 ପୁଣି ଯେକେହି ବଞ୍ଚେ ଓ ମୋʼଠାରେ ବିଶ୍ଵାସ କରେ, ସେ କଦାପି କେବେ ହେଁ ମରିବ ନାହିଁ; ଏହା କଅଣ ବିଶ୍ଵାସ କରୁଅଛ? Gade chapit laଓଡିଆ ବାଇବେଲ26 ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କ'ଣ ବିଶ୍ୱାସ କରୁଅଛ ? Gade chapit laପବିତ୍ର ବାଇବଲ (CL) NT (BSI)26 ଯେ ମୋତେ ଜୀବିତାବସ୍ଥାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ, ଏ କଥାରେ କ’ଣ ବିଶ୍ୱାସ କରୁଛ?” Gade chapit laପବିତ୍ର ବାଇବଲ26 ମୋ'ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ୱାସ କର?” Gade chapit la |