ଯିଶାଇୟ 37:28 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT28 ତୁମ୍ଭର ବସିବାର, ବାହାରେ ଯିବାର, ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ। Gade chapit laପବିତ୍ର ବାଇବଲ (Re-edited) - (BSI)28 ମାତ୍ର ତୁମ୍ଭର ବସିବାର ଓ ବାହାରେ ଯିବାର ଓ ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ। Gade chapit laଓଡିଆ ବାଇବେଲ28 ମାତ୍ର ତୁମ୍ଭର ବସିବାର, ବାହାରେ ଯିବାର, ଭିତରେ ଆସିବାର ଓ ଆମ୍ଭ ବିରୁଦ୍ଧରେ କ୍ରୋଧ କରିବାର ଆମ୍ଭେ ଜାଣୁ। Gade chapit laପବିତ୍ର ବାଇବଲ28 ମାତ୍ର ତୁମ୍ଭେ କେବେ ଉଠିବ, ବସିବ, ବାହାରକୁ ଯିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ। Gade chapit la |