ଆଦି ପୁସ୍ତକ 30:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ତେବେ ଲେୟା କହିଲା, “ମୁଁ ସ୍ୱାମୀକୁ ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା। Gade chapit laପବିତ୍ର ବାଇବଲ (Re-edited) - (BSI)18 ତେବେ ଲେୟା କହିଲା, ମୁଁ ସ୍ଵାମୀକି ଆପଣା ଦାସୀ ଦେଇଥିଲି, ପରମେଶ୍ଵର ତାହାର ବର୍ତ୍ତନ ମୋତେ ଦେଇ ଅଛନ୍ତି; ଏହେତୁ ସେ ତାହାର ନାମ ଇଷାଖର (ବର୍ତ୍ତନ) ରଖିଲା। Gade chapit laଓଡିଆ ବାଇବେଲ18 ତେବେ ଲେୟା କହିଲା, “ମୁଁ ସ୍ୱାମୀକି ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇ ଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା। Gade chapit laପବିତ୍ର ବାଇବଲ18 ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ। Gade chapit la |