ଯାତ୍ରା ପୁସ୍ତକ 36:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ପୁଣି, ତହିଁ ତଳେ ଯୋଡ଼ା ରହିଲା ଓ ସେହିରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)29 ପୁଣି ତହିଁ ତଳେ ଯୋଡ଼ ରହିଲା ଓ ସେହିରୂପ ତହିଁର ମୁଣ୍ତରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ। Gade chapit laଓଡିଆ ବାଇବେଲ29 ପୁଣି, ତହିଁ ତଳେ ଯୋଡ଼ା ରହିଲା ଓ ସେହିରୂପ ତହିଁର ମୁଣ୍ଡରେ ପ୍ରଥମ କଡ଼ା ପାଖରେ ଯୋଡ଼ ରହିଲା; ଏହି ପ୍ରକାରେ ସେ ଦୁଇ କୋଣର ପଟା ଯୋଡ଼ିଲେ। Gade chapit laପବିତ୍ର ବାଇବଲ29 ଏହି ପଟାଗୁଡ଼ିକର ତଳେ ଏକତ୍ର କରି ଯୋଡ଼ା ଗଲା। ଏବଂ ଉପରେ ଏକ କଡ଼ା ଦ୍ୱାରା ଯୋଡ଼ ରହିଲା। ଏହିପରି ଭାବରେ ସେହି କୋଣ ପଟା ଦ୍ୱୟ ଏକତ୍ର ହୋଇ ରହିଲା। ସେମାନେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ। Gade chapit la |