ଯାତ୍ରା ପୁସ୍ତକ 26:23 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ପୁଣି, ଆବାସର ସେହି ପଶ୍ଚାଦ୍ ଭାଗର ଦୁଇ କୋଣରେ ଦୁଇ ଖଣ୍ଡ ପଟା ଦେବ। Gade chapit laପବିତ୍ର ବାଇବଲ (Re-edited) - (BSI)23 ପୁଣି ଆବାସର ସେହି ପଶ୍ଚାଦ୍ଭାଗର ଦୁଇ କୋଣରେ ଦୁଇ ଖଣ୍ତ ପଟା ଦେବ। Gade chapit laଓଡିଆ ବାଇବେଲ23 ପୁଣି, ଆବାସର ସେହି ପଶ୍ଚାଦ୍ଭାଗର ଦୁଇ କୋଣରେ ଦୁଇ ଖଣ୍ଡ ପଟା ଦେବ। Gade chapit laପବିତ୍ର ବାଇବଲ23 ପବିତ୍ର ତମ୍ବୁର ସେହି ପଛପଟେ ପ୍ରତ୍ୟେକ ପାଖ କୋଣରେ ଦୁଇଖଣ୍ଡ ତକ୍ତା ରହିବ। Gade chapit la |