ଉପଦେଶକ 2:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ମୁଁ ହାସ୍ୟ ବିଷୟରେ କହିଲି, “ତାହା ପାଗଳାମି”, ଆନନ୍ଦ ବିଷୟରେ କହିଲି, “ତାହା କଅଣ କରେ?” Gade chapit laପବିତ୍ର ବାଇବଲ (Re-edited) - (BSI)2 ମୁଁ ହାସ୍ୟ ବିଷୟରେ କହିଲି, ତାହା ବାତୁଳତା; ଆନନ୍ଦ ବିଷୟରେ କହିଲି, ତାହା କଅଣ କରେ? Gade chapit laଓଡିଆ ବାଇବେଲ2 ମୁଁ ହାସ୍ୟ ବିଷୟରେ କହିଲି, “ତାହା ପାଗଳାମି”, ଆନନ୍ଦ ବିଷୟରେ କହିଲି, “ତାହା କଅଣ କରେ ?” Gade chapit laପବିତ୍ର ବାଇବଲ2 ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ? Gade chapit la |