ପ୍ରେରିତ 25:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମ ସହରକୁ ଗଲେ, Gade chapit laପବିତ୍ର ବାଇବଲ (Re-edited) - (BSI)1 ସେଥିରେ ଫେଷ୍ଟ ଅଧିପତିପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିଆରୁ ଯିରୂଶାଲମକୁ ଗଲେ, Gade chapit laଓଡିଆ ବାଇବେଲ1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମକୁ ଗଲେ, Gade chapit laପବିତ୍ର ବାଇବଲ (CL) NT (BSI)1 ଫେଷ୍ଟସ୍ ଏହି ପ୍ରଦେଶରେ ପହଞ୍ଚିବାର ତିନିଦିନ ପରେ ସିସେରିଆରୁ ଯିରୁଶାଲମକୁ ଗଲେ। Gade chapit laପବିତ୍ର ବାଇବଲ1 ତା'ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। Gade chapit la |