ପ୍ରେରିତ 21:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ଆମ୍ଭେମାନେ ଯିରୂଶାଲମ ସହରରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ବିଶ୍ୱାସୀ ଭାଇମାନେ ଆନନ୍ଦରେ ଗ୍ରହଣ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)17 ଆମ୍ଭେମାନେ ଯିରୂଶାଲମରେ ପହଞ୍ଚନ୍ତେ, ଭାଇମାନେ ଆମ୍ଭମାନଙ୍କୁ ଆନନ୍ଦରେ ଗ୍ରହଣ କଲେ Gade chapit laଓଡିଆ ବାଇବେଲ17 ଆମ୍ଭେମାନେ ଯିରୂଶାଲମରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ଭାଇମାନେ ଆନନ୍ଦରେ ଗ୍ରହଣ କଲେ । Gade chapit laପବିତ୍ର ବାଇବଲ (CL) NT (BSI)17 ଯିରୂଶାଲମରେ ବିଶ୍ୱାସୀମାନେ ଆଗ୍ରହର ସହ ଆମକୁ ସ୍ୱାଗତ କଲେ। Gade chapit laପବିତ୍ର ବାଇବଲ17 ଆମ୍ଭେମାନେ ଯିରୁଶାଲମରେ ପହଞ୍ଚିବା ମାତ୍ରେ ଆମ୍ଭକୁ ଭାଇମାନେ ଖୁସୀରେ ସ୍ୱାଗତ ଜଣାଇଲେ। Gade chapit la |