ପ୍ରେରିତ 2:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଆମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା। Gade chapit laପବିତ୍ର ବାଇବଲ (Re-edited) - (BSI)19 ଆମ୍ଭେ ଊର୍ଦ୍ଧ୍ଵସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା। Gade chapit laଓଡିଆ ବାଇବେଲ19 ଅାମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୂତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା । Gade chapit laପବିତ୍ର ବାଇବଲ (CL) NT (BSI)19 ମୁଁ ଆକାଶର ଉଦ୍ଧ୍ୱର୍ଦେଶରେ ଅଦ୍ଭୁତ କାର୍ଯ୍ୟ ଓ ନିମ୍ନସ୍ଥ ପୃଥିବୀରେ ଅଦ୍ଭୁତ ଲକ୍ଷଣ ଦେଖାଇବି। ରକ୍ତ, ଅଗ୍ନି ଓ ଘନ ଧୂମରେ ପୃଥିବୀ ପୂର୍ଣ୍ଣ ହେବ; Gade chapit laପବିତ୍ର ବାଇବଲ19 ମୁଁ ଉପରିସ୍ଥ ଆକାଶରେ ବିସ୍ମୟଜନକ କାର୍ଯ୍ୟ ଓ ନୀଚ୍ଚସ୍ଥ ପୃଥିବୀରେ ରକ୍ତ, ନିଆଁ, ମେଘ, ଧୂଆଁର ଚିହ୍ନମାନ ଦେଖାଇବି। Gade chapit la |