ପ୍ରେରିତ 19:39 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ। Gade chapit laପବିତ୍ର ବାଇବଲ (Re-edited) - (BSI)39 କିନ୍ତୁ, ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବୀ ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ। Gade chapit laଓଡିଆ ବାଇବେଲ39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ । Gade chapit laପବିତ୍ର ବାଇବଲ (CL) NT (BSI)39 ଯଦି ଏହାଠାରୁ ଆଉ ଅଧିକ କିଛି ଚାହଁ, ତେବେ ନାଗରିକମାନଙ୍କ ଦ୍ୱାରା ଆଇନ୍ ଅନୁମୋଦିତ ଏକ ସଭାରେ ତାହାର ନିଷ୍ପତ୍ତି ନିଆଯାଇପାରିବ। Gade chapit laପବିତ୍ର ବାଇବଲ39 “ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ। Gade chapit la |