ପ୍ରେରିତ 15:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; Gade chapit laପବିତ୍ର ବାଇବଲ (Re-edited) - (BSI)19 ଅତଏବ, ମୋହର ବିଚାର ଏହି, ବିଜାତିମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ଵରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; Gade chapit laଓଡିଆ ବାଇବେଲ19 ଅତଏବ, ମୋହର ବିଚାର ଏହି, ଅଣଯିହୂଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; Gade chapit laପବିତ୍ର ବାଇବଲ (CL) NT (BSI)19 ଯାକୁବ ଆହୁରି ମଧ୍ୟ କହିଲେ, “ମୋ’ ମତରେ, ଯେଉଁ ଅଣଇହୁଦୀମାନେ ଈଶ୍ୱରଙ୍କ ପ୍ରତି ଫେରିଛନ୍ତି, ଆମେ ସେମାନଙ୍କୁ ଆଉ ହଇରାଣ କରିବା ନାହିଁ। Gade chapit laପବିତ୍ର ବାଇବଲ19 “ସେଥିପାଇଁ ମୁଁ ଭାବୁଛି, ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ୍ ନୁହେଁ। Gade chapit la |