୨ କରିନ୍ଥୀୟ 11:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି। Gade chapit laପବିତ୍ର ବାଇବଲ (Re-edited) - (BSI)18 ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି। Gade chapit laଓଡିଆ ବାଇବେଲ18 ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି । Gade chapit laପବିତ୍ର ବାଇବଲ (CL) NT (BSI)18 କିନ୍ତୁ ଜାଗତିକ ବିଷୟରେ ଅନେକେ ଯେପରି ଦର୍ପ କରନ୍ତି, ମୁଁ ମଧ୍ୟ ସେପରି କରି ପାରିବି। Gade chapit laପବିତ୍ର ବାଇବଲ18 ଅନେକ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସେହିଭଳି ମୁଁ ମଧ୍ୟ ଗର୍ବ କରୁଛି। Gade chapit la |