୧ ତୀମଥି 6:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; Gade chapit laପବିତ୍ର ବାଇବଲ (Re-edited) - (BSI)7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ; Gade chapit laଓଡିଆ ବାଇବେଲ7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ , ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; Gade chapit laପବିତ୍ର ବାଇବଲ (CL) NT (BSI)7 ଆମେ ଏହି ଜଗତକୁ କ’ଣ ନେଇ ଆସିଛୁ? କିଛି ତ ନୁହେଁ। ପୁଣି ଏଠାରୁ ସାଙ୍ଗରେ କ’ଣ ନେଇ ଫେରିଯିବା? କିଛି ନୁହେଁ। Gade chapit laପବିତ୍ର ବାଇବଲ7 ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତେବେଳେ ଆମ୍ଭେ ମରିଯିବା ଏଠାରୁ କିଛି ନେଇ ଯାଇ ପାରିବା ନାହିଁ। Gade chapit la |