1 ରାଜାବଳୀ 2:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର।” ବତ୍ଶେବା ତାହାକୁ କହିଲେ, “କୁହ।” Gade chapit laପବିତ୍ର ବାଇବଲ (Re-edited) - (BSI)16 ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ନାସ୍ତି ନ କର। ବତ୍ଶେବା ତାହାକୁ କହିଲେ, କୁହ। Gade chapit laଓଡିଆ ବାଇବେଲ16 ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର। ବତ୍ଶେବା ତାହାକୁ କହିଲେ, “କୁହ।” Gade chapit laପବିତ୍ର ବାଇବଲ16 ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି। ମୋତେ ନାସ୍ତି କରିବ ନାହିଁ।” ବତ୍ଶେବା କହିଲେ, “କ’ଣ ଇଚ୍ଛା କରୁଛ?” Gade chapit la |