1 ବଂଶାବଳୀ 3:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ବନ୍ଦୀ ଯିକନୀୟର ସନ୍ତାନଗଣ; Gade chapit laପବିତ୍ର ବାଇବଲ (Re-edited) - (BSI)17 ବନ୍ଦୀ ଯିକନୀୟର ସନ୍ତାନଗଣ; Gade chapit laଓଡିଆ ବାଇବେଲ17 ବନ୍ଦୀ ଯିକନୀୟର ସନ୍ତାନଗଣ; Gade chapit laପବିତ୍ର ବାଇବଲ17 ଯିକନିୟ ବାବିଲୋନ୍ରେ ବନ୍ଦୀ ହୋଇ ଯିବା ପରେ, ଯିକନିୟଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶଲ୍ଟୀୟେଲ୍, Gade chapit la |
ପରମେଶ୍ୱରଙ୍କ ଯିରୂଶାଲମସ୍ଥିତ ଗୃହକୁ ସେମାନଙ୍କ ଆଗମନର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍ ଓ ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭ୍ରାତୃଗଣ ଓ ବନ୍ଦୀଦଶାରୁ ଯିରୂଶାଲମକୁ ଆଗତ ଲୋକ ସମସ୍ତେ ଆରମ୍ଭ କରି ସଦାପ୍ରଭୁଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ।