1 ବଂଶାବଳୀ 26:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)7 ଶମୟୀୟର ପୁତ୍ର ଅତ୍ନି ଓ ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରା; ଲୋକ ଥିଲେ। Gade chapit laଓଡିଆ ବାଇବେଲ7 ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ। Gade chapit laପବିତ୍ର ବାଇବଲ7 ଶମୟିୟଙ୍କର ପୁତ୍ରମାନେ ଥିଲେ ଅତନି, ରଫାୟେଲ, ଓବେଦ୍, ଇଲୀଶାବଦ୍, ଇଲୀହୂ ଓ ସମଖିୟ। ଇଲିଶାବଦଙ୍କର ଆତ୍ମୀୟମାନେ ଦକ୍ଷ କାରିଗର ଥିଲେ। Gade chapit la |