୧ ତୀମଥି 5:2 - ଓଡିଆ ବାଇବେଲ2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାଁ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର । Faic an caibideilପବିତ୍ର ବାଇବଲ (Re-edited) - (BSI)2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଗ୍ନୀତୁଲ୍ୟ ଜ୍ଞାନ କରି ସେହି ପ୍ରକାର କର। Faic an caibideilପବିତ୍ର ବାଇବଲ (CL) NT (BSI)2 ବୟୋଜ୍ୟେଷ୍ଠା ମହିଳାମାନଙ୍କୁ ମାତୃବତ୍ ଏବଂ କନିଷ୍ଠାମାନଙ୍କୁ ଭଗିନୀ ତୁଲ୍ୟ ମନେ କରି ସେମାନଙ୍କ ପ୍ରତି ପବିତ୍ର ଆଚରଣ କର। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର। Faic an caibideilପବିତ୍ର ବାଇବଲ2 ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର। Faic an caibideil |