୧ ତୀମଥି 6:8 - ପବିତ୍ର ବାଇବଲ8 ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥିରେ ସନ୍ତୁଷ୍ଟ ରହିବା। Faic an caibideilପବିତ୍ର ବାଇବଲ (Re-edited) - (BSI)8 ଏଣୁ ଅନ୍ନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। Faic an caibideilଓଡିଆ ବାଇବେଲ8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ । Faic an caibideilପବିତ୍ର ବାଇବଲ (CL) NT (BSI)8 ତା’ ହେଲେ, ଆମର ଅନ୍ନବସ୍ତ୍ରର ସଂସ୍ଥାନ ହୋଇପାରିଲେ, ଏହା ଆମ ପାଇଁ ଯଥେଷ୍ଟ ନୁହେଁ କି? Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। Faic an caibideil |