Biblia Todo Logo
Bìoball air-loidhne

- Sanasan -




ପର୍‌କାସିତ 9:7 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

7 ଜୁଇଦ୍‌ ପାଇ ତିଆର୍‌ ଅଇରଇବା ଗଡାମନର୍‌ପାରା ସେ ଚିଟ୍‌କାମନ୍‌ ଡିସ୍‌ତେରଇଲାଇ । ସେମନର୍‌ ମୁଣ୍ଡ୍‌ ସୁନାର୍‌ ମୁକୁଟ୍‌ ପିନ୍ଦି ରଇଲାଇ । ସେମନର୍‌ ମୁ ଲକ୍‌ମନର୍‌ ମୁ ପାରା ରଇଲା ।

Faic an caibideil Dèan lethbhreac




ପର୍‌କାସିତ 9:7
6 Iomraidhean Croise  

ତେଇ ମୁଇ ଦେକ୍‌ଲି, ଆରି ଏଦେ ଦେକା ! ଗଟେକ୍‌ ଦବ୍‌ଲା ଗଡା ଡିସ୍‌ଲା । ତାକେ ଚାଲାଇବା ଲକର୍‌ ଆତେ ଦୁନୁ ରଇଲା । ତାକେ ଗଟେକ୍‌ ମୁକୁଟ୍‌ ଦିଆ ଅଇଲା । ସେ ତାର୍‌ ସତ୍‌ରୁମନ୍‌କେ ଆରାଇବାକେ ଦାପ୍‌ରେ ଗାଲା ।


ଦର୍‌ତନିଟାନେ ରଇବା ଦୁଆଁର୍‌ ଲାଗି, ତେଇଅନି ଚିଟ୍‌କାମନ୍‌ ବାରଇଲାଇ । ସେଟାମନ୍‌କେ ବିସ୍‌କାକ୍‌ଡାର୍‌ ପାରା ବପୁ ଦିଆଅଇରଇଲା ।


Lean sinn:

Sanasan


Sanasan